ଶବ୍ଦାର୍ଥ:
କବ୍ରା — ଉଚ୍ଚାରଣ: Kabrā
ପ୍ରାଦେ. (ସମ୍ବଲପୁର) ବିଣ. (ସଂ. କର୍ବୂର) —
ଦୁଇ ବା ତତୋଧୀକ ବର୍ଣ୍ଣ ମିଶ୍ରିତ (ଗାଈ) — Multicoloured (cow).