କବାଟକୁଣିଆଁ
କବାଟକୁଣିଆଁ —
ଉଚ୍ଚାରଣ: Kabāṭakuṇiāñ
ଗ୍ରା. ବିଣ —
୧: ଯେଉଁ ବ୍ୟକ୍ତି ଭୟ ବା ଲଜ୍ଜାରେ ଘର ଭିତରେ ଲୁଚି ରହେ —୧. (a person) concealing himself inside the house through fear or shame.
୨: ଗୋପନୀୟ (ବିଷୟ) — ୨. Underhand (matter).
୩: ଗୁପ୍ତମନ୍ତ୍ରଣା ଦ୍ବାରା ସ୍ଥିରୀକୃତ — ୩. Settled by secret consultation.