ଶବ୍ଦାର୍ଥ:
କଫନିଃସାରକ — ଉଚ୍ଚାରଣ: Kaphaniḥsāraka
ସଂ. ବିଣ. (୬: ଷ୍ଠୀ ତତ୍; କଫ + ନିଃସାରକ) —
ଯେଉଁ ଔଷଧ ସେବନ କଲେ ଅନ୍ତଃସ୍ଥ ଶ୍ଲେଷ୍ମା ବାହାରି ପଡ଼େ —Expectorant (article)