ଶବ୍ଦାର୍ଥ:
କଫକର — ଉଚ୍ଚାରଣ: Kaphakara
ସଂ. ବିଣ. (କଫ+କୃ ଧାତୁ+କର୍ତ୍ତୃ. ଅ) —
ଶରୀରର ଶ୍ଳେଷ୍ମା— ବର୍ଦ୍ଧକ —producing or tending to increase in the phlegm system.