ଶବ୍ଦାର୍ଥ:
କପ୍ସେଇ ଯିବା — ଉଚ୍ଚାରଣ: Kapsei j̄ibā
ପ୍ରାଦେ. (ସମ୍ବଲପୁର) କ୍ରି —
ମାଡ଼ ଖାଇ କାକୁସ୍ତ ହୋଇଯିବା — To shrink in fear after a beating.