ଶବ୍ଦାର୍ଥ:
କପ୍ଟା — ଉଚ୍ଚାରଣ: Kapṭā
ପ୍ରାଦେ. (ସମ୍ବଲପୁର) ବି. (ସଂ. କର୍ପଟ=ଛିଣ୍ଡା କନା) —
କବଟା; ସ୍ତ୍ରୀମାନେ ପନ୍ଧିବା ଛୋଟ ଲୁଗା ବା ଖଦି — A small cloth worn by women.