ଶବ୍ଦାର୍ଥ:
କପିକଳ — ଉଚ୍ଚାରଣ: Kapikaḻa কপি কল चरखी
ଦେ. ବି (ସଂ. କମ୍ପ ଧାତୁ) —
ଭାରୀ ଜିନିଷ ତଳୁ ଉପରକୁ ଉଠାଇବାପାଇଁ ଚକରେ ଦଉଡି ଲାଗିଥିବା ଯନ୍ତ୍ର; ଶଗଡ଼ —A pulley; a crane.