କପାଳୀ
କପାଳୀ —
ଉଚ୍ଚାରଣ: Kapā&lline;ī
ସଂ. ବି. ପୁଂ. (କପାଳ+ଇନ୍) —
ଶିବ — Ṡiva.
ଦେ. ବି. ସ୍ତ୍ରୀ. (ସଂ. କପାଳିନୀ) —
ଦୁର୍ଗା ଠାକୁରାଣୀ — Goddess Durgā.
(ଯଥା—ଭୂବନେଶ୍ବର ବୋଇତାଳ ଦେଉଳରେ କପାଳୀ ଠାକୁରାଣୀ ଅଛନ୍ତି)
ଦେ. ବିଣ. ସ୍ତ୍ରୀ —
କପାଳିଆର ସ୍ତ୍ରୀଲିଙ୍ଗ — Feminine of Kapāḻiā
ପ୍ରାଦେ. (ଗଞ୍ଜାମ) ବି —
ଦୁଆରବନ୍ଧର ଉପର ଫଳି — The upper piece of wood ina door-frame.