ଶବ୍ଦାର୍ଥ:
କପାଖାଇ — ଉଚ୍ଚାରଣ: Kapākhāi চরখা. তুলোবাছ आटनी; औटनी
ଦେ. ବି. —
ଯେଉଁ ଖାଇ ବା ଯନ୍ତ୍ର ଦ୍ବାରା ମଞ୍ଜିଯୁକ୍ତ କପା— ଫୁଟରୁ ମଞ୍ଜି ଅଲଗା କରାଯାଏ — A machine by which the seed is separated from cotton.