ଶବ୍ଦାର୍ଥ:
କପର୍ଦ୍ଦୀ — ଉଚ୍ଚାରଣ: Kaparddī (କପର୍ଦ୍ଦିନୀ—ସ୍ତ୍ରୀ)
ସଂ. ବି. ପୁଂ. (କପର୍ଦ୍ଦ=ଶିବଜଟା+ଅଛି ଅର୍ଥରେ ଇନ୍; ୧: ମା. ୧: ବ.) —
ମହାଦେବ —God Ṡiba.
ସଂ. ବିଣ. ପୁଂ —
ଜଟାଯୁକ୍ତ; ୟାହାର ଜଟା ଅଛି — Having matted hair.