ଶବ୍ଦାର୍ଥ:
କପର୍ଦ୍ଦକଶୂନ୍ୟ — ଉଚ୍ଚାରଣ: Kaparddakaṡūnya
ସଂ. ବିଣ. (୩: ୟା ତତ୍; କପର୍ଦ୍ଦକ+ଶୂନ୍ୟ) —
ନିଃସ୍ବ; ଅତି ଗରିବ —Penniless; very poor.