ଶବ୍ଦାର୍ଥ:

କପଟିବା
ଉଚ୍ଚାରଣ: Kapaṭibā

ଦେ. କ୍ରି. (ପଦ୍ୟ) (ସଂ. କପଟୀ) —

ଛଳ କରିବା — To deceive.

ଜୟ ବଳିକି କପଟିଲ ମୁରାରି; ଖର୍ପତ୍ରିବକ୍ରମ ସ୍ରୁବସ୍ରୁବଧାରୀ ପ୍ରାଚୀ. ରସବାରିଧି