ଶବ୍ଦାର୍ଥ:
କପଟବେଶୀ — ଉଚ୍ଚାରଣ: Kapaṭabeṡī (କପଟବେଶିନୀ—ସ୍ତ୍ରୀ)
ସଂ. ବିଣ. ପୁଂ. (କପଟବେଶ+ଅଛି ଅର୍ଥରେ ଇନ; ୧: ମା.୧: ବ.) —
୧: ଛଦ୍ମବେଶୀ —୧. In disguise; incognito.
୨: ବହୁରୂପା —୨. Masked.