ଶବ୍ଦାର୍ଥ:
କନ୍ସାଇନ୍ମେଣ୍ଟ — ଉଚ୍ଚାରଣ: Kansāinmeṇṭ কন্সাইনমেণ্ট कनसाइनमेण्ट
ବୈଦେ. ବି. (ଇଂ କନ୍ସାଇନମେଣ୍ଟ) —
ରେଳ ଓ ଜାହାଜରେ ଥରକେ ଜଣେ ବ୍ୟକ୍ତି
ସ୍ଥାନାନ୍ତରକୁ ପଠାଇବା ପାଇଁ ଦେବା ମାଲ —
Consignment.