ଶବ୍ଦାର୍ଥ:
କନ୍ୟାସୁନା — ଉଚ୍ଚାରଣ: Kanyāsunā কন্য়ারন
ଦେ. ବି —
୧: (ରୂପକ) ବରକୁ ସଂକଳ୍ପପୂର୍ବକ ଦିଆଯିବା କନ୍ୟା; କନ୍ୟାରତ୍ନ —୧. A bride (compared to gold).
୨: (୪: ର୍ଥ ତତ୍) କନ୍ୟାଶୁଳ୍କ (ଦେଖ) ୨. Kanyāṡuḻka (See)