କନ୍ଯାଟ
କନ୍ୟାଟ —
ଉଚ୍ଚାରଣ: Kanyāṭa
ସଂ. ବି. (କନ୍ୟା+ଅଟ୍ ଧାତୁ= ଗମନକରିବା+ଭାବ. ଅ) —
୧: କନ୍ୟାଟିବାଡ଼ (ଦେଖ) ୧. Kanāṭibāṟḍ̠;a (See)
କରଜର ମୂଜେ ଚିଭି କନ୍ୟାଟ, ତୋ ଦେଖି ଫୂଲଥାଏ ତୁମ୍ଭ ନାଟ କବିସୂର୍ଯ୍ୟ. କବିତା
୨: ନାରୀମାନଙ୍କର ବାସଭବନ; ଅନ୍ଦରମହଲ — ୨. Female apartments.
ସଂ. ବିଣ. ଫୁ. —
ଯେଉଁ ବ୍ୟକ୍ତି କନ୍ୟାମାନଙ୍କ ପଛରେ ଗୋଡ଼ାଏ — Following after young girls (M.W.)