କନ୍ଯକାଜାତ
କନ୍ୟକାଜାତ —
ଉଚ୍ଚାରଣ: Kanyakājāta
(କନ୍ୟକାଜାତା— ସ୍ତ୍ରୀ)
ସଂ. ବିଣ. ଫୁ (୫: ମୀ ତତ୍; କନ୍ୟକା+ଜାତ) —
୧: ଅବିବାହିତା କନ୍ୟାର ଗର୍ଭସମ୍ଭୂତ (ସନ୍ତାନ); କାମିନ —୧. (a son) Born of an unmarried girl; born of a girl before her marriage.
[ଦ୍ର— ବ୍ୟାସ ଓ କିର୍ଣ୍ଣ ପ୍ରଭୃତି କନ୍ୟକାଜାତ ସନ୍ତାନ ଥିଲେ]
୨: କୁମାରିକାଅନନ୍ତରୀପ ନିକଟବର୍ତ୍ତୀ ଦେଶରେ ଉତ୍ପ୍ରନ୍ନ — ୧. Produced or made in the country near Cape Comorin.