ଶବ୍ଦାର୍ଥ:
କନକମୟ — ଉଚ୍ଚାରଣ: Kanakamaya
ସଂ. ବିଣ (କନକ+ବିକାରାର୍ଥେ. ମୟ) —
୧: ସ୍ବର୍ଣ୍ଣମୟ; ସ୍ବର୍ଣ୍ଣନିର୍ମିତ — ୧. Golden; made of gold.
୨: ସ୍ବର୍ଣ୍ଣାଭ — ୨. Of golden colour.