ଶବ୍ଦାର୍ଥ:
କଦାଇବା — ଉଚ୍ଚାରଣ: Kadāibā
ପ୍ରାଦେ. (ସମ୍ବଲପୁର) କ୍ରି. (ସଂ. କର୍ଦ୍ଦମ) —
ମାଟିରେ ପାଣି ମିଶାଇ ଚକଟି କାଦୁଅ କରିବା — To turn earth into clay by mixing water and kneading.