ଶବ୍ଦାର୍ଥ:
କଥା ଛିଣ୍ଡିଯିବା — ଉଚ୍ଚାରଣ: Kathā chhiṇḍij̄ibā
ଦେ. ବି —
୧: କୌଣସି ବିଷୟରେ ଶେଷ ନିଷ୍ପତ୍ତି ହୋଇଯିବା —୧. (a matter) Being finally settled.
୨: ଚୁକ୍ତି ହୋଇଯିବା — ୨. The completion of a contract.