ଶବ୍ଦାର୍ଥ:
କତୁରିଆ — ଉଚ୍ଚାରଣ: Katuriā
ପ୍ରାଦେ. (ଗଡ଼ଜାତ) ବି. (ତୁଳ. ସମ୍ବଲପୁର—କତ୍ରିଆ; ବନ୍ଦରିଆ) —
ଗଉଡ଼ୂଣୀ, ଚାଷୂଣୀ ଆଦି ପିତ୍ଳବାହି ଉପରେ ଅର୍ଥାତ କହୁଣୀପାଖରେ ପିନ୍ଧିବା ପିତଳର ପତଳା ବଳୟ —Thin bracelet of brass worn by lowcaste females below the elbow.