କତା
କତା —
ଉଚ୍ଚାରଣ: Katā
কাতান, কাটারী, কাতী
कत्ता, कटारी
কাতা,ছেবড়া
छलका
ଦେ. ବି. (ସଂ. କର୍ତ୍ତନ) —
୧: ଛୋଟ କଟୁରୀ; କାତୀ — ୧. Small billhook.
୨: ଛୋରା — ୨. A kind of dagger.
୩: ନଡ଼ିଆ ଫଳର ଉପରିସ୍ଥ ଚୋପା — ୩. Copra; outer rind of a cocoanut; the stringly coat of a cocoanut.
୪: ନଡ଼ିଆ ଫଳର ଉପରିସ୍ଥ ଟାଣୁଆ ଚୋପାକୁ ବାଡ଼େଇ ତହିଁରୁ ବାହାର କରାୟିବା ତନ୍ତୁ —୪. Fibre made by beating copra; coir.
୫: ନଡ଼ିଆକତାର ତନ୍ତୁରେ ର୍ନିମିତ ଦଉଡ଼ି — ୫. Rope made of copra.
ଦେ. ବିଣ.—
ଅତି ଶୁଷ୍କ ଓ ନୀରସ — Very dry and Juiceless.
ପ୍ରାଦେ. (ସମ୍ବଲପୁର) ବିଣ. —
କିପରି — What Sort of.