ଶବ୍ଦାର୍ଥ:
କତର — ଉଚ୍ଚାରଣ: Katara (କତରା—ସ୍ତ୍ରୀ)
ସଂ. ସର୍ବନାମ. ବିଣ. (କିମ୍+ ନିର୍ଦ୍ଧାରଣାର୍ଥେ. ତର) —
ଦୁହିଁଙ୍କ ମଧ୍ୟରୁ କୌଣସି ବ୍ୟକ୍ତି ବା ବସ୍ତୁ; ଦୁଇ ମଧ୍ୟରୁ କେଉଁ —Which of the two.