ଶବ୍ଦାର୍ଥ:
କଣ୍ହା — ଉଚ୍ଚାରଣ: Kaṇhā
ପ୍ରାଦେ. (ସମ୍ବଲପୁର) ବି —
କଣା; ଛିଦ୍ର — A hole.
ପ୍ରାଦେ. (ସମ୍ବଲପୁର) ବିଣ. ପୁଂ. —
କଣା; ଏକ ଚକ୍ଷୁବିଶିଷ୍ଟ — One eyed (person).