ଶବ୍ଦାର୍ଥ:
କଣ୍ଠୀଧାରୀ — ଉଚ୍ଚାରଣ: Kaṇṭhīdhārī
ସଂ. ବିଣ. (କଣ୍ଠୀ+ଧୃ ଧାତୁ+ ଇନ୍; ୧: ମା. ୧: ବ.) —
କଣ୍ଠି ବା ମାଳି ପିନ୍ଧିଥିବା — Wearing a necklace or a string of beads.
ସଂ. ବି —
ବୈଷ୍ଣବାଧର୍ମଦୀକ୍ଷିତ ସାଧୁ ବା ବୈରାଗୀ — An intiated B&aline;i̱shṇaba.