ଶବ୍ଦାର୍ଥ:

କଣ୍ଠୀ
ଉଚ୍ଚାରଣ: Kaṇṭhī

ସଂ. ବି. (କଣ୍ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଠ+ସ୍ତ୍ରୀ. ଈ) —

୧: ଏକସରିଆ କଣ୍ଠାଭରଣ — ୧. One-stringed beaded necklace.

୨: ଅଶ୍ବକଣ୍ଠବେଷ୍ଟନ ଚର୍ମାଦିନିର୍ମିତ ରଜ୍ଜୁ — ୨. The halter put round the neck of a horse.

୩: କଣ୍ଠଦେଶ; ଗଳଦେଶ; ଗଳା —୩. Neck.

୪: ବୈଷ୍ଣବମାନଙ୍କ କଣ୍ଠସ୍ଥ ତୁଳସୀକାଠର ମାଳା — ୪. String of beads of Tulsi wood worn by B&aline;i̱shṇabas.

ସଂ. ବି. ସ୍ତ୍ରୀ. (କଣ୍ଠ+ସ୍ତ୍ରୀ. ଈ) —

କଣ୍ଠିକା (ଦେଖ) Kaṇṭhikā (See)

ଦେ. ବି —

କଣ୍ଠି (ଦେଖ) Kaṇṭhi (See)