କଣ୍ଠି
କଣ୍ଠି —
ଉଚ୍ଚାରଣ: Kaṇṭhi
কণ্ঠি
कंठला, कंठि
ସଂ. ବି (ସଂ. କଣ୍ଠୀ) —
୧: ଗଳାରେ ପିନ୍ଦାୟିବା ଏକସରିଆ ହାର — ୧. One-stringed necklace consisting of circular beads strung together.
୨: ହାରର ଗୋଲାକାର ଦାନା — ୨. One of the beads strung into a necklace.
୩: ବୈଷ୍ଣବମାନଙ୍କର ପିନ୍ଧିବା ତୁଳସୀମାଳା — ୩. String of Holy Basil wood-beads worn round the neck by B&aline;i̱shṇabas.
୪: ଏକ ପ୍ରକାର ନାକଚଣା —୪. A kind of nose-ring.
ପ୍ରାଦେ. (ସମ୍ବଲପୁର) ବି —
ଲଙ୍ଗଳର କଣ୍ଟି — Handle of a plough.