ଶବ୍ଦାର୍ଥ:
କଣ୍ଠାଗତ — ଉଚ୍ଚାରଣ: Kaṇṭhāgata
ସଂ. ବିଣ. (୨: ୟା ତତ୍; କଣ୍ଠ+ ଆଗତ) —
କଣ୍ଠପର୍ଯ୍ୟନ୍ତ ଆସିଥିବା — Come up to the throat.