ଶବ୍ଦାର୍ଥ:

କଣ୍ଠ
ଉଚ୍ଚାରଣ: Kaṇṭha

ସଂ. ବି. (କଣ୍ ଧାତୁ=ଶବ୍ଦ କରିବା+କର୍ତ୍ତ. ଠ) —

୧: ଗଳଦେଶ; ଗଳା —୧. Neck; throat.

ନୀଳବାଣ ଅଧ୍ୟାନ କରସି କଣ୍ଠତଟେ—ସାରଳା ମହାଭାରତ

୨: କଣ୍ଠଧ୍ଵନି; ଗଳାର ସ୍ବର —୨. Tone; voice.

୩: ନିକଟ —୩. Proximity; nearness.

୪: ଅଧିକ ବୟସ୍କ ଶୁଆର ଗଳାର ଚାରିପାଖେ ବୁଲିଥିବା ଇନ୍ଦ୍ରଧନୁ ବର୍ଣ୍ଣର ରେଖା — ୪. The rainbow-coloured line round the neck of a grown up parrot.

୫: କୌଣସି ପଦାର୍ଥର ମୁଣ୍ଡପାଖରେ ସରୁଆ ଅଂଶ — ୫. The narrow portion of a thing near the top (as of a bottle).

ଦେ. ବି —

ନୀଳକଣ୍ଠର ଡାକନାମ — Name for calling Nīakaṇṭha.