କଣ୍ଟ୍ ବାଛ୍ କରିବା
କଣ୍ଟ୍ ବାଛ୍ କରିବା —
ଉଚ୍ଚାରଣ: Kaṇṭbāchh karibā
ପ୍ରାଦେ. (ସମ୍ବଲପୁର) କ୍ରି —
୧: ମାପ ୟୋଖ କରି ହିସାବ କରିବା —୧. To strike up an account after calculation.
୨: ଭାବି ଚିନ୍ତି ହିସାବ କରିବା —୨. To calculate after much deliberation.
୩: ଅଗ୍ରପଶ୍ଚାତ୍ ଭାବିବା —୩. To deliberate.