ଶବ୍ଦାର୍ଥ:
କଣ୍ଟକେ କଣ୍ଟ୍ — ଉଚ୍ଚାରଣ: Kaṇṭke kaṇṭ
ପ୍ରାଦେ. (ସମ୍ବଲପୁର) ବିଣ. ଓ କ୍ରି. ବିଣ. —
୧: ମାପ ମୁତାବକ ଠିକ୍ ସମାନ — ୧. Exact to the measure.
୨: ଠିକ୍ଠାକ୍; ବେଶି ନୁହେ ବା କମି ନୁହେ —୨. Exactly fitting; neither more nor less.