ଶବ୍ଦାର୍ଥ:
କଣ୍ଟକିରା — ଉଚ୍ଚାରଣ: Kaṇṭakirā
ପ୍ରାଦେ. (ମେଦିନୀପୁର) ବି (ସଂ. କଣ୍ଟକୀ) —
କଣ୍ଟିଆ ମାଛ; ଧଳା ଶିଙ୍ଘିମାଛ —A species of fish with spikes near the gills and on the neck.