ଶବ୍ଦାର୍ଥ:
କଣ୍ଟକାଢ୍ୟା — ଉଚ୍ଚାରଣ: Kaṇṭakāḍhyā
ସଂ. ବି. (୩: ୟା ତତ୍; କଣ୍ଟକ=କଣ୍ଟା+ଆଢ୍ୟ=ପୁର୍ଣ୍ଣ)
ଶିମିଳି ଗଛ; କଣ୍ଟକ ଦ୍ରୁମ — Silk-cotton tree.