ଶବ୍ଦାର୍ଥ:

କଣୁଆଭଣୁଆ
ଉଚ୍ଚାରଣ: Kaṇuābhaṇuā

ଦେ. ବି. (ସଂ. କୋଣ+ବନ) —

ପଡ଼ିଆ ବା ଅନାବାଦୀ ଜମି —Fallow land; waste land.

(ଯଥା—ଅନଙ୍ଗଭୀମଦେବଙ୍କ ଅମଳରେ ରାଜ୍ୟର ମୋଟ ଜମିର ପରିମାଣ ୬୨: ଲକ୍ଷ ୨୮: ହଜାର ବାଟି ଥିଲା ଏଥିରୁ କଣୁଆଭଣୁଆ, ନଦୀ, ପର୍ବତ ପ୍ରଭୃତି ୧୪: ଲକ୍ଷ ୮: ହଜାର ବାଟି ଯାଇ ଅବଶିଷ୍ଟ ୪୭: ଲକ୍ଷ ୪୮: ହଜାର ବାଟିରୁ ରାଜସ୍ବ ଆଦାୟ ହେଉଥିଲା— ମାଦଳାପାଞ୍ଜି)