ଶବ୍ଦାର୍ଥ:
କଣୀୟାନ୍ — ଉଚ୍ଚାରଣ: Kaṇīyān (କଣୀୟସୀ—ସ୍ତ୍ରୀ)
ସଂ. ବିଣ. ପୁଂ (କଣ=ଅଳ୍ପ+ଈୟସ୍; ୧: ମା;୧: ବ) —
୧: ଅତି କ୍ଷୁଦ୍ର —୧. Very small.
୨: ଅତି ଛୋଟ —୨. Atomic.
୩: କନିଷ୍ଠ —୩. Younger.