ଶବ୍ଦାର୍ଥ:
କଣାବଉଦ — ଉଚ୍ଚାରଣ: Kaṇābauda
ପ୍ରାଦେ. (ସମ୍ବଲପୁର) ବି —
୧: ମଧୁର ପାଣିରେ ରହିବା ଏକ ପ୍ରକାର ମାଛ —୧. A kind of fish living in sweet water.
୨: ଚକ୍ରବାକ ପକ୍ଷୀ —୨. Ruddy Goose.