ଶବ୍ଦାର୍ଥ:
କଣଭୁଆ — ଉଚ୍ଚାରଣ: Kaṇabhuā
ଦେ. ବି. ପୁଂ (ଗାଳି) —
ଯେଉଁ ବ୍ୟକ୍ତି ସବୁବେଳେ ଘରକଣରେ ପଶି ରହେ, ବେଶି ଦାଣ୍ଡ଼କୁ ବାହାରେ ନାହିଁ; କଣପଶା ଲୋକ —A person always confined to his house.