ଶବ୍ଦାର୍ଥ:
କଢ଼ାଣ ମୁଣ୍ଡା — ଉଚ୍ଚାରଣ: Kaṟḍ̠ẖāṇa muṇḍā
ଦେ. ବି. —
ଏକ ପ୍ରକାର ସରୁ ଲଙ୍ଗଳମୁଣ୍ଡା — A slender bladed plough for ploughing a maiden field.
[ଦ୍ର—ଏଥିରେ ପଡ଼ିଆ ଭୂମି ପ୍ରଥମ ଓଡ଼ ଚାଷ କରାଯାଏ]