ଶବ୍ଦାର୍ଥ:
କଡ୍ଲାଇନ୍ — ଉଚ୍ଚାରଣ: Kaṟḍ̠lāin
ବୈଦେ. ବି.—(ଇଂ. କର୍ଡ ଲାଇନ୍=ଜ୍ୟାମିତିକ କର୍ଣ୍ଣ ରେଖା) —
କୌଣସି ସ୍ଥାନକୁ ଯିବା ପାଇଁ କର୍ଣ୍ଣମାର୍ଗରେ ପ୍ରସ୍ତୁତ ସଡ଼କ ବା ରେଳରାସ୍ତା —Chordline (road or railway)