ଶବ୍ଦାର୍ଥ:
କଡ଼େଇବା — ଉଚ୍ଚାରଣ: Kaṟḍ̠eibā
ଦେ. କ୍ରି. —
୧: (ଅକର୍ମକ)—ଏକପାଖକୁ ଘୁଞ୍ଚିବା; ପାଖେଇବା —୧. To move to one side.
୨: (ସକର୍ମକ)—ଏକ ପାଖକୁ ଘୁଞ୍ଚାଇବା — ୨. To make one move to one side.
(ଯଥା—ଘୋଡ଼ାକୁ ବା ଗାଡ଼ିକୁ କଡ଼େଇ କରି ନିଅ)