କଡ଼େଇ
କଡ଼େଇ —
ଉଚ୍ଚାରଣ: Kaṟḍ̠ei
কডাই
कडाहि
ଦେ. ବି. (ସଂ. କାଟହ) —
କରେଇ; ହତାଲଗା ଧାତୁମୟ ତେଲଉଣି — Frying pan.
ଦେ. କ୍ରି. ବିଣ —
କଡ଼ବାଗରେ; କଡ଼ବାଗିଆ — Sideways; sidewise.
ପ୍ରାଦେ. (ସିଂହଭୁମ) ବି —
ଜନ୍ମକରି ନ ଥିବା ମଇଁଷି — A she-buffalo which has not yet calved.