କଡ଼ିଆଳି
କଡ଼ିଆଳି —
ଉଚ୍ଚାରଣ: Kaṟḍ̠iāḻi
কড়িয়াল, কড়িয়ালি
ଦେ. ବି. (ସଂ. କଟକ) —
୧: ହସ୍ତାଭରଣବିଶେଷ; ହସ୍ତବଳୟ; କଲିଆରି; ପଇଞ୍ଚ —୧. A bracelet.
ଯେମାମଣି ମଣିବନ୍ଧରେ ଆଳୀ, ଖଞ୍ଜିଲେ ତିଖା ଖଞ୍ଜି କଡ଼ିଆଳି କବିସୂର୍ଯ୍ୟ. ଚନ୍ଦ୍ରକଳା
୨: (ସଂ. ଖଳୀନ)—ଲଗାମ —୨. Reins.
ଅଶ୍ବଙ୍କର କଡ଼ିଆଳି ତହିଁ ମୋଡ଼ି କରି କେଉଁ ୟୋଦ୍ଧା ପୁଣ ତହିଁ ମ଼ଡ଼ାକୁ ଆବୋରି ସାରଳା. ମହାଭାରତ. ଭୀଷ୍ମ
୩: କଜେଇ —୩. Horse's bit.