କଡ଼ାଗଣ୍ଡା ବୁଝିଦେବା
କଡ଼ାଗଣ୍ଡା ବୁଝିଦେବା —
ଉଚ୍ଚାରଣ: Kaṟḍ̠āgaṇḍā bujhidebā
কড়াএছি রবেদেওয়া
कौड़ि कौड़ि चुकाना
ଦେ. କ୍ରି —
୧: କୌଣସି ଧନର ହିସାବ ଗଣ୍ଡ଼ାଠାରୁ କଡ଼ାପର୍ଯ୍ୟନ୍ତ ତନ୍ମ ତନ୍ମ କରି ବୁଝିଦେବା —୧. To render accounts of a monetary transection even to the last cowrie; to render a through accounts.
୨: ସମସ୍ତ ହିସାବ ଶେଷ କରିବା —୨. To square out or finally settle an account.
୩: ସମସ୍ତ ସମ୍ପର୍କ ତୁଟାଇ ଦେବା — ୩. To sever all connection.