କଡ଼କିବା
କଡ଼କିବା —
ଉଚ୍ଚାରଣ: Kaṟḍ̠akibā
কড়কা
कड़कना
ଦେ. କ୍ରି. (ଅକର୍ମକ; ତୁଲ; ସଂ. କଟୁ କଥା) —
୧: ଘୃତ, ତୈଳାଦି କଡ଼କଡ଼ ଫୁଟିବା — ୧. (oil, ghee etc) To boil with a singing sound.
୨: ରାଗରେ ଜରଜର ହେବା; ରାଗରେ ଜଳିବା — ୨. To foam with rage.
୩: ଚିଡ଼ିବା —୩. To sulk.
୪: ଘାଆରୁ ଜଳସ୍ରାବ ବନ୍ଦ ହୋଇ ଘାଆ ଶୁଖିବା — ୪. To heal; to granulate (said of a sore)