ଶବ୍ଦାର୍ଥ:
କଠ୍ଲାଇବା — ଉଚ୍ଚାରଣ: Kaṭhlāibā
ପ୍ରାଦେ. (ସମ୍ବଲପୁର) କ୍ରି. (ସଂ. କଷ୍ଟ) —
କଷ୍ଟ ପାଇ ତୁନି ହୋଇ ରହିବା — To keep quiet in spite of suffering hardships.