କଠିନହୃଦୟ
କଠିନହୃଦୟ —
ଉଚ୍ଚାରଣ: Kaṭhinahṛudaya
(କଠିନହୃଦୟା—ସ୍ତ୍ରୀ)
ସଂ. ବିଣ. ପୁଂ (ବହୁବ୍ରୀହି; କଠିନ+ହୃଦୟ) —
୧: ନିଷ୍ଠୁର —୧. Relentless; heartless; hard-hearted.
୨: ଅଣବିଶ୍ବାସୀ —୨. Hard or dangerous to deal with.
ସଂ. ବି (କର୍ମଧା) —
ନିଷ୍ଠୁର ବା ନିର୍ଦ୍ଦୟ ମନ — Cruel or hard heart.