ଶବ୍ଦାର୍ଥ:
କଠିନପୃଷ୍ଠକ — ଉଚ୍ଚାରଣ: Kaṭhinapṛushṭhaka
ସଂ. ବି (କଠିନପୃଷ୍ଠ+ସ୍ବାର୍ଥେ. କ) —
କଚ୍ଛପ; କଇଁଛ — Turtle; tortoise.
ସଂ. ବିଣ (ବହୁବ୍ରୀହି) —
ଦୃଢ଼ ପୃଷ୍ଠଯୁକ୍ତ — Having a hard or tough back.