ଶବ୍ଦାର୍ଥ:
କଠିନପରିଶ୍ରମ ସଜା — ଉଚ୍ଚାରଣ: Kaṭhinapariṡrama sajā কঠিনপরিশ্রমসজা कडामेहनतसजा
ଦେ. ବି (କଚିରିଆ ଭାଷା) —
ଗୁରୁତର ଅପରାଧ ପାଇଁ ଅପରାଧୀକୁ ଦିଆୟିବା ସପରିଶ୍ରମ ଜେଲ୍ ଦଣ୍ଡ —Imprisonment with hard labour; rigorous imprisonment.