ଶବ୍ଦାର୍ଥ:

କଠା ପଡ଼ିଯିବା
ଉଚ୍ଚାରଣ: Kaṭhā paṟḍ̠ij̄ibā

ଦେ. ବି. —

୧: ହାତର ମୁଠା ଦୃଢ଼ବନ୍ଧନଦ୍ବାରା ଜାବୁଡ଼ି ହୋଇ ରହିୟିବା ଅବସ୍ଥା —୧. Firm grip of the hands.

୨: ଦୁଇହାତକୁ କତୁରୀ ପରି କରି ତହିଁ ମଧ୍ୟରେ କୌଣସି ବସ୍ତୁକୁ (ଯଥା—ଅନ୍ୟ କୌଣସି ବ୍ୟକ୍ତିର ବେକ) ଚିପି ଧରି ଥିବା ଅବସ୍ଥାରେ ଚିପିବା ଲୋକର ମାନସିକ ଉତ୍ତେଜନା ଯୋଗୁଁ ଉକ୍ତ ବନ୍ଧନ ଦୃଢ଼ତର ହୋଇ ନ ଫିଟିବା ଅବସ୍ଥା; ଶାଙ୍କୁଳି ପଡ଼ିୟିବା —୨. The rigidity of two hands while clutching a thing as in a vice, caused by a paroxysm of feelings in the holder.