କଠା
କଠା —
ଉଚ୍ଚାରଣ: Kaṭhā
ଦେ. ବି. —
୧: ପଣସର କ୍ଷୁଦ୍ର ଫଳ; ଚେଡ଼ — ୧. Young fruit of jack tree.
୨: ମଞ୍ଜି ନଡ଼ିଆ; ତାଡ଼ ପକାଇବାୟୋଗ୍ୟ ନଡ଼ିଆ — ୨. Seed cocoanut; fully developed cocoanut fit for growing seedlings.
୩: ଚାଉଳ ଆଦି ମାପିବାର ମାପପାତ୍ରବିଶେଷ — ୩. A measure for rice etc.
୪: ବାହୁ ଆଦି ଦ୍ବାରା ଦୃଢ଼ ବେଷ୍ଟନ — ୪. Firm grip; death grip.
୫: ବେକମୁଣ୍ଡାରେ ହେବା ଦୁଷ୍ଟ ବ୍ରଣ — ୫. A carbuncle on the nape of the nack.
ପ୍ରାଦେ. (ସମ୍ବଲପୁର) ବି. —
ଧାନ ମାପିବାର ଲୁହା ମାଣ— (=୯: ତୋଳା) An iron-pot for measuring paddy.